#ପୁଣି_କାଠଗଡାରେ_ପୋଲିସ
ପୋଲିସ ନାଁରେ ସାଙ୍ଘାତିକ ଅଭିଯୋଗ...ପୁଣି ବିବାଦକୁ ଆସିଛି ନିଆଳି ପୋଲିସ...ଏଥର ପୋଲିସ ନାଁରେ ଆସିଛି ପିଟିପିଟି ମାରିଦେବାର ଅଭିଯୋଗ...ଆଉ ଏନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି ପୁରୀ ଜିଲ୍ଲା ଶ୍ରୀଚନ୍ଦନପୁର ଗାଁର କୁନାପାତ୍ର...
#ArgusNews #Odisha #Police #Torture #HumanRightsCommission