#ଗୋଡ_ମାରିଦେଲେ_ଖସିଯାଉଛି_ପଥର
#5କୋଟି_26ଲକ୍ଷ_61ହଜାର_ଟଙ୍କା_ହେରଫେର୍_ଅଭିଯୋଗ
ବୁଢ଼ାବଳଙ୍ଗ ନଦୀର ବାରମ୍ବାର ବନ୍ୟା ଫଳରେ ନଦୀର ଦକ୍ଷିଣ ପାର୍ଶ୍ଵରେ ନଦୀବନ୍ଦ ଖାଇଯାଇ ବ୍ୟାପକ କ୍ଷୟକ୍ଷତି କରିଥାଏ । ସୁରକ୍ଷା ପାଇଁ ବାଲେଶ୍ୱର ଜଳସେଚନ ବିଭାଜନ ପକ୍ଷରୁ ଅନୁଦାନ ମିଳିଥିଲା । ପଥର ପ୍ୟାକିଙ୍ଗରେ ହୋଇଛି ନିମ୍ନ ମାନର କାର୍ଯ୍ୟ ।
#Balasore #BudhabalangaRiver #stone #Odisha #ArgusNews