#ରେଳଧାରଣା_ପାରି_ହେବା_ବେଳେ_ବଡ_ଅଘଟଣ
#ମାଲବାହୀ_ନେଲା_୩_ହାତୀଙ୍କ_ଜୀବନ
କାହା ଭୁଲ ଯୋଗୁଁ ଗଲା ୩ ହାତୀଙ୍କ ଜୀବନ। ଗତକାଲି କେନ୍ଦୁଝର, ଯୋଡ଼ାରେ ମାଲବାହୀ ଟ୍ରେନ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ ଘଟିବା ପରେ ବନ ବିଭାଗର ଟିମ ପହଂଚି ଘଟଣାର ଅନୁଧ୍ୟାନ କରିଛି
#Keonjhar #Elephant #Train #ForestDepartment #Odisha #ArgusNews