#କିଏ_ବୁଝିବ_ଦୁର୍ଗମ_ବାସୀଙ୍କ_ଦୁଃଖ ?
#କୁଆଡେ_ଗଲା_ସରକାରଙ୍କ_ମାଳ_ମାଳ_ଯୋଜନା ?
ଏ ଦୃଶ୍ୟ ହେଉଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଦୁର୍ଗମ ଇଲାକାର ବ୍ରାହ୍ମଣୀଝୋଲା ଗାଁ । ଏହି ଛୋଟ ଗାଁରେ କାହିଁ କେତେ ବର୍ଷରୁ ୧୨ ପରିବାର ରହି ଆସୁଛନ୍ତି । ବ୍ରାହ୍ମଣୀ ଝୋଲା କୁ ଯିବା ହେଲେ ଘାଟି ରାସ୍ତା ଦେଇ ଯିବାକୁ ପଡେ.. ନାଁ ଅଛି ପୋଲ ନା ଅଛି କଲଭର୍ଟ ।
#development #OdishaGovt #RoadProblem #WaterProblem #Nuapada #Odisha #ArgusNews