#ଆଜି_ବିଶ୍ବ_ନାଟ୍ୟ_ଦିବସ
#ରଙ୍ଗମଞ୍ଚରେ_କାହାଣୀ_ଲାଗେ_ବାସ୍ତବ
#ଅଭିନୟ_ଲାଗେ_ଜୀବନ୍ତ
ନାଟ୍ୟ ଦ୍ବାରା ସୁଖ, ଦୁଖର କାହାଣୀ ମାଧ୍ୟମରେ ସମାଜକୁ ମିଳେ ସୁଧାରିବାର ବାର୍ତ୍ତା । ସଂଳାପ ଲାଗେ ଜୀବନର ଗୋଟିଏ ଗୋଟିଏ ମୁହୂର୍ତ୍ତ। ଅଭିନୟ ଦେଖୁଦେଖୁ ଦର୍ଶକ ବଞ୍ଚେ ନୂଆ ଏକ ଦୁନିଆର ଜୀବନ । ପ୍ରତିଟି ଚରିତ୍ରରେ ଦେଖେ ନିଜର ପ୍ରତିଛବି । କିଛି ଦୃଶ୍ୟ ଆଖିରୁ ଝରାଇଦିଏ ଅଲୋଡ଼ା ଲୁହ । ନାଟକ ଓ ଲୋକକଳାର ସୁରକ୍ଷା ପାଇଁ ସରକାର ଆଗେଇ ଆସିବା ଦରକାର ବୋଲି ଦାବି କରିଛନ୍ତି ସମୀକ୍ଷକ।
#ArgusNews #WorldTheatreDay #OdishaGovt #drama #infrastructure #society #Odisha