#ଅପପୁଷ୍ଟି_ଯନ୍ତ୍ରଣାରୁ_ମୁକୁଳି_ପାରୁନି_ସୁନ୍ଦରଗଡ଼_ଦମାଳୁ_ଗାଁ
କୋଳରେ 2 ବର୍ଷର ପୁଅ । ଆଖିରେ ଦୁଇ ପିଲାଙ୍କୁ ହରାଇବାର ଦୁଃଖ । 2 ବର୍ଷ ତଳେ ସ୍ବାମୀଙ୍କୁ ହରାଇଥିବା ଇନ୍ଦୁ ଦେଢ଼ମାସ ତଳେ 2 ପିଲାଙ୍କୁ ହରାଇଛି । 17 ଦିନ ଧରି ସାନପୁଅ ହସ୍ପିଟାଲରେ ଜୀବନ-ମରଣ ସହ ସଂଘର୍ଷ କରି କୋଳକୁ ଫେରିଛି ।
#Sundergarh #Malnutrition #Hospital #Indu #Husband #CmoOdisha #Odisha #ArgusNews