#ଅପହରଣ_ଖୋଲିଦେଲା_ଠକେଇ_ରାକେଟର_ଗୁମର
#ବନ୍ଧା_ହେଲେ_୪୨୦_ଶଳା_ଭିଣୋଇ
ରେଳବାଇରେ ଚାକିରୀ ଦେବା ନାଁରେ ଯୁବକଙ୍କୁ ଚୂନ ଲଗାଉଥିଲେ । ଚାକିରୀ ପାଇଁ ଟଙ୍କା ଦେଇଥିବା ଯୁବକ ଉଭୟଙ୍କୁ କରିଥିଲେ କିଡନ୍ୟାପ୍ । ଅପହରଣକାରୀଙ୍କୁ ଧରିବାକୁ ଯାଇ ମହାଠକେଇର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୋଲିସ ।
#ArgusNews #ArgusNewsTV #Odisha #RailwayJob #Fraud