ଅସହାୟର ମିତ୍ର ଫାଉଣ୍ଡେସନ ତରଫରୁ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ମାହାଙ୍ଗା ଅଂଚଳର ୯ ମାସ ର ଶିଶୁପୁତ୍ର କୁ ଆମ୍ବୁଲାନ୍ସ ରେ ବାଙ୍ଗାଲୋର ର ସତ୍ୟ ସାଇ ହସ୍ପିଟାଲ ଯିବାପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି
#Bhubaneswar #Socialservice #Mahanga #Littleboy #Treatment #Helping #AsahayaramitraFoundation #AIIMS #Odisha #ArgusNews