ଏଣିକି ବିମାନ ଉଡାଇପାରିବେ କିନ୍ନର । ଏ ନେଇ ଡିଜିସିଏ ତରଫରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏହି ନିୟମ ଅନୁଯାୟୀ କମର୍ସିଆଲ ପାଇଲଟ ହେବାକୁ ଇଚ୍ଛା କରୁଥିବା କିନ୍ନର ପ୍ରାର୍ଥୀମାନେ ଭାରତୀୟ ବାୟୁସେନାରେ ପାଇଲଟ୍ ପାଇଁ ଆବେଦନ କରିପାରିବେ ।
#indianairforce #apply #job #pilot #Odisha #ArgusNews