ଆୟୁଷ ଓ ହୋମିଓପାଥି ଡାକ୍ତରମାନେ ଦାବୀ କଲେ ଏଲୋପାଥି ଡାକ୍ତରଙ୍କ ସହ ସମାନ ଦରମା । ରାଜ୍ୟ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଅଧ୍ୟାପକ ସଙ୍ଘ ଓ ଓଡିଶା ସରକାରୀ ହୋମିଓପାଥି ମେଡିକାଲ କଲେଜ ଅଧ୍ୟାପକ ସଙ୍ଘ ପକ୍ଷରୁ ପୁରୀ ଗୋପବଂନ୍ଧୁ ଆୟୁର୍ବେଦ କଲେଜରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି ।
#ArgusNews #Odisha #Puri #Pressmeet #Ayurvedic #Homeopathy #Doctors