ଓଡ଼ିଶାରେ ବି ଓମିକ୍ରନ ପାଇଁ ଚିନ୍ତା । ବିଦେଶରୁ ଏଯାଏଁ ୮୦୦ରୁ ଅଧିକ ଲୋକ ରାଜ୍ୟକୁ ଫେରିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କୁ ଠାବ କରିପାରିନି ସ୍ୱାସ୍ଥ୍ୟବିଭାଗ । ଠିକଣା ବଦଳାଇ ଲୋକ ଆସୁଥିବାରୁ ବିଦେଶ ଫେରନ୍ତାକୁ ଠାବ କରିବାରେ ଅସୁବିଧା ହେଉଥିବା କହିଲା ସ୍ୱାସ୍ଥ୍ୟ ବିଭାଗ ।
#CoronaVirus #NewVariant #Omicron #HealthDepartment #Odisha #ArgusNews