ଆଜି ହେଉଛି ପବିତ୍ର କୁମାର ଉତ୍ସବ ଧରା ଅବତରଣ କରିଛନ୍ତି ଧନ ଧାତ୍ରୀ ମା ଗଜଲକ୍ଷ୍ମୀ। ବିଭିନ୍ନ ପୂଜାମଣ୍ଡପ ରେ ଆରମ୍ଭ ହୋଇଛି ମାଙ୍କ ଷୋଡସଉପଚାର ପୂଜା । କରୋନା କଟକଣା ଭିତରେ କଟକ ଜିଲ୍ଲା ଚୌଦ୍ୱାର ବ୍ରାହ୍ମଣ ସାହିରେ ବିନା ଭକ୍ତରେ ଆରମ୍ଭ ହେଉଛି ଗଜଲକ୍ଷ୍ମୀ ପୂଜା ।
#Cuttack #Choudwar #LaxmiPuja #Kumarpurnima #devotees #Odisha #ArgusNews