କଟକ ଯୋବ୍ରା ଆନିକଟ ସ୍ଥିତ ମହାନଦୀକୁ ଡେଁଇଲେ ମହିଳା...
ମହିଳାଙ୍କୁ ଉଦ୍ଧାର କରିବା ପାଇଁ ମହାନଦୀ କୁ ଡେଁଇଲେ ମହିଳାଙ୍କ ସ୍ୱାମୀ । ଉଭୟଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବିଭାଗ । ପାରିବାରିକ କଳହରୁ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ।
#ArgusNews #ArgusTv #Odisha #Cuttack #Sucide_Attempt