ଓଡିଶା ସରକାର ନୁହନ୍ତି, ଆନ୍ଧ୍ର ସରକାର ଓଡିଶା ମାଟିରେ ଲାଗୁ କରିଛନ୍ତି ଆୟୁଷ୍ମାନ ଭାରତ ଯୋଜନା । କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଜାରି ରହିଥିବା ବେଳେ ସାମ୍ନାକୁ ଆସିଛି ଆନ୍ଧ୍ରର ଆଉ ଏକ ଚାଲାକି I