କୁନି ଝିଅଙ୍କ ବଡ଼ ହୃଦୟ । ପଢୁଛନ୍ତି ତୃତୀୟ ଶ୍ରେଣୀରେ କିନ୍ତୁ ପ୍ରଦର୍ଶିତ କରିଛନ୍ତି ବଡ଼ ମଣିଷର ବିଚାର । କ୍ୟାନ୍ସର ରୋଗୀଙ୍କ ପାଇଁ ନିଜର ଘନକେଶକୁ ଦାନ କରି ଶ୍ରଦ୍ଧା ଓ ସ୍ନେହ ସାଉଣ୍ଟିଛନ୍ତି ଭଦ୍ରକର ୮ ବର୍ଷର ଝିଅ ମାମାଲି ପଣ୍ଡା ।
#Bhadrak #Dhamnagar #GoodNews #HairDonate #cancerpatient #LittleGirl #MamaliPanda #ArgusNews