#କ୍ୟାମେରା_ଆଗରେ_ଲାଇଭ_ସୁଇସାଇଡ୍
#ପ୍ରେମରେ_ବିଫଳ_ହେଲା_ପରେ_ପ୍ରାଣ_ହରାଇଲେ_ଯୁବକ
ଗରିବ ଗାଉଁଲି ପିଲାଙ୍କ ଭାଗ୍ୟରେ ପ୍ରେମ ନାହିଁ। ଏଥିପାଇଁ ମୁଁ ସୁଇସାଇଡ କରୁଛି। ଭାଇରାଲ ହେଉଛି ଯୁବକଙ୍କ ସୁଇସାଇଡ ପୁର୍ବର ଭିଡିଓ। ପ୍ରେମରେ ବିଫଳ ହେବା ପରେ ଇଞ୍ଜିନିୟରିଂ ଛାତ୍ର ଶ୍ରୀତମ କଟକର ଏହ ହୋଟେଲ ରୁମରେ ସୁଇସାଇଡ କରିଛନ୍ତି। ଶ୍ଶ୍ରୀତମ ଜଣେ ମାଧାବୀ ଛାତ୍ର ହୋଇଥିବା ବେଳେ ଏକ ପବ୍ଲିଶିଙ୍ଗ ଏଜେନ୍ସି ମାଧ୍ୟମରେ ୧୦୦ ରୁ ଉର୍ଦ୍ଧ ବହି ପ୍ରକାଶ କରି ଅନଲାଇନରେ ବିକ୍ରୀ କରୁଥିଲେ
#Jagatsingpur #Odisha #ArgusNews