ଗତ ୫ ବର୍ଷରେ ରାଜ୍ୟରୁ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି, ଯାହାକି ଲଜ୍ୟାଜନକ କଥା। ସେହିପରି ରାଜଧାନୀ ଭୁବନେଶ୍ବରୁ ୬୦୦ ନାବାଳିକା ନିଖୋଜ ଅଛନ୍ତି... ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର
#ArgusNews #Odisha #ArgusNewsTV #MinorChild #missingchild #BJP Dr.Lekhasri Samantsinghar