#ଗୋ_ମଙ୍ଗଳ_କେନ୍ଦ୍ରରେ_ଚାଲିଛି_ଅମଙ୍ଗଳ
#ଟ୍ରକରେ_ପଡି_ରହିଛି_ଗାଇଙ୍କ_ମୃତ_ଦେହ
ଗୋ ମଙ୍ଗଳ କେନ୍ଦ୍ରରେ ଦୁଃଖଦ ଦୃଶ୍ୟ । ଗାଇ ଓ ଷଣ୍ଢଙ୍କ ମୃତ ଦେହ ଲଦା ହୋଇଛି ଟ୍ରକରେ । ଖରା ବର୍ଷାରେ ଖାଇବାକୁ ନ ପାଇ ଗୋରୁ ଗାଇ ମାନେ ମରୁଥିବାର ଅଭିଯୋଗ ହୋଇଛି । ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ଭୁବନେଶ୍ବର ମହାନଗର ନିଗମ ଦ୍ବାରା ପରିଚାଳିତ ଜାମୁକୋଳି ଗୋ ମଙ୍ଗଳ କେନ୍ଦ୍ରର । ବାହାରେ ବୁଲୁଥିବା ଗାଇ, ଷଣ୍ଢଙ୍କୁ ସୁରକ୍ଷା ଦେବା ଆଳରେ ଏଠାରେ ରଖାଯାଉଛି । କିନ୍ତୁ ସୁରକ୍ଷା ବଦଳରେ ଏହି ନୀରିହ ପଶୁ ଏଠାରେ ନିର୍ଯ୍ୟାତିତ ହେୁଛନ୍ତି ।
#Odisha #cow #BMC #ArgusNews #GoMangalaKendra #municipality #MunicipalCorporation #Bhubaneswar