ଦିନ ଦୁଇଟା ପରେ ପଶ୍ଚିମ ଓଡିଶାର ମୁଖିଆ ତିହାର୍ ନୁଆଁଖାଇ । ବରଷ୍ ର ଇ ଦିନ କେ ଅଟକିଥିସନ୍ ପଶ୍ଚିମ ଓଡିଶାବାସୀ । ନୂଆଁ ନୂଆଁ ନେ ନୂଆଁଖାଇ ବନାବାର୍ ପରମ୍ପରା ରହିଛେ। ସେଥିରଲାଗି ସମ୍ବଲପୁରୀ କପଡା ବଜାର୍ ନେ ବି ସମ୍ବଲପୁରୀ କପଡାର୍ ଚାହିଦା କେତନି କେତେ ବଢିଯାଇଛେ
#Subarnapur #Nuakhai #Festival #Odisha #ArgusNews