#ଦିନକୁ_ଦିନ_ତେଜୁଛି_ମମିତା_ହତ୍ୟା_ମାମଲା
ମମିତା ହତ୍ୟାକାଣ୍ଡ ମାମଲାରେ ବିଜେପିର ପ୍ରତିବାଦ ଜାରି ରହିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆନ୍ଦୋଳନକୁ ଜୋରଦାର କରିଛି ଦଳ । ସେପଟେ ଭୁବନେଶ୍ବରରେ ମନ୍ତ୍ରୀଙ୍କ ବିରୋଧରେ କ୍ୟାପିଟାଲ ଥାନରେ ଏତଲା ଦେଇଛନ୍ତି ଆନ୍ଦୋଳନକାରୀ ।
#mamitamurdercase #justiceformamita #gobindsahu #dibyashankarMishra
#bhubaneswar #bjp #Protest #Odisha #ArgusNews