ଆଜି ଦିନ ଦିହିପହରେ ଭୁବନେଶ୍ବର ହଂସପାଳ ନିକଟ କୁଆଖାଇ ନଦୀକୁ ଯୁବତୀ ଜଣଙ୍କ ଡେଇଁବା ପାଇଁ ଉଦ୍ୟମ କରୁଥିଲେ । ତେବେ ସ୍ଥାନୀୟ ଲୋକ ତାଙ୍କୁ ଦେଖି ଉଦ୍ଧାର କରିଛନ୍ତି। ଆତ୍ମହତ୍ୟାର କାରଣ ଜଣା ପଡିନି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି
#ArgusNews #Odisha #ArgusNewsTV #Suicideattempt #bhubaneswar #Hanspal #kuakhaibridge