ନିଜ ଟିମର ନବ କଳେବର ଉପରେ ବ୍ରେକ ଲଗାଇ ପାରନ୍ତି ନବୀନ I ପଞ୍ଚାୟତ ନିର୍ବାଚନ ପୂର୍ବରୁ ନ ହୋଇପାରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ I ବିଜେଡିର ଅନ୍ଦର ମହଲରେ ଚାଲିଛି ଯୋରଦାର ଗୋଟି ଚାଳଣା I ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ବିରୋଧ କରୁଥିବା ଗୋଷ୍ଠୀଙ୍କ ପଲ୍ଲା ଭାରୀ
#ArgusNews #Odisha CMO Odisha #OdishaSarkar