ପାଠ ପଢିବା ପାଇଁ ରହିବ ସ୍ଵତନ୍ତ୍ର ଇ ଲାଇବ୍ରେରୀ । ବେସରକାରୀ ସ୍କୁଲ ଭଳି ସରକାରୀ ସ୍କୁଲ ରେ ଏଭଳି ସୁବିଧା ସୁଯୋଗ ଦେବା ପାଇଁ ଆଗକୁ ଆସିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଜିଲ୍ଲା ର ୩୦ ଟି ସରକାରୀ ସ୍କୁଲ ଚିହ୍ନଟ ହୋଇଥିବା ବେଳେ ସିଏମସି ଅଞ୍ଚଳ ରେ ରହିଛି ୧୧ ଟି ସ୍କୁଲ