#ପଞ୍ଚାୟତ_ପଲିଟିକ୍ସରେ_ଗେମଚେଞ୍ଜର_ସାଜିବେ_ଅସନ୍ତୁଷ୍ଟ
#ସବୁଠୁ_ଅଧିକ_ଶଙ୍କାରେ_ଶାସକ_ଦଳ
#ବିଜେଡିକୁ_କାଳ_ହେଲେଣି_ବିଦ୍ରୋହୀ_ଗୋଷ୍ଠୀ
ଛିଡ଼ୁନି ପ୍ରାର୍ଥୀ ବଛା ଅଙ୍କ । ସବୁଠୁ ଅଧିକ ମୁଣ୍ଡବିନ୍ଧା ବଢିଛି ଶାସକ ବିଜେଡିରେ । ଦଳ ପାଇଁ ପ୍ରାର୍ଥୀ ଚୟନ ଯେତିକି ବଡ କଥା ନୁହେଁ ତାଠୁ ବେଶୀ ଗୁରୁତ୍ବପୂର୍ଣ୍ଣ ହୋଇଛି ଟିକେଟ କଟୁଥିବା ନେତାଙ୍କୁ ମନାଇବା । ଏପଟେ କୋଭିଡ କଟକଣା ଭିତରେ ପଞ୍ଚାୟତ ନିର୍ବାଚନକୁ ସ୍ବଚ୍ଛ,ଅବାଧ, ନିରପକ୍ଷ ଭାବେ କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।
#panchayatelecation #CandidateSelected #stateElectionCommission #meeting #Odisha #ArgusNews