ଲୋକଙ୍କୁ ପାନୀୟ ଜଳ ଯୋଗାଇବାକୁ ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ପାଇଁ ଯୋଜନାର ସୁଫଳ ପାଇବାକୁ ବଞ୍ଚିତ ହେଉଛନ୍ତି ଲୋକେ । କେଉଁଠି ପାଇପ ସଂଯୋଗ ହୋଇନି ତ କେଉଁଠି ପାଇପ ଫାଟି ରାସ୍ତାରେ ଭାସୁଛି ପାଣି।
#WaterProblem #Puri #Pipili #basudhayojana #Odisha #ArgusNews