#ଜମି_କେଳେଙ୍କାରୀକୁ_ନେଇ_ପୁଣି_ବିବାଦରେ_ସୁନ୍ଦରଗଡ଼_ଜିଲ୍ଲାପାଳ_ନିଖିଲ_ପବନ_କଲ୍ୟାଣ
ଇଡ୍କୋ ଜମି ଦୁର୍ନୀତିରୁ ପରଦା ହଟି ନଥିବା ବେଳେ ଏବେ ଚାମ୍ବର ଅଫ କମର୍ସ ର ଜମି କୁ ନେଇ ପୁଣି ମୁଣ୍ଡ ଟେକିଛି ବିବାଦ । ଦୀର୍ଘ 30 ବର୍ଷରୁ ଉର୍ଦ୍ଧ ହେବ ସରକାରୀ ଜମିକୁ କବ୍ଜା କରି ଗଢି ଉଠିଛି ବିରାଟ କୋଠା । ଏଭଳି ସାଙ୍ଘାତିକ ସତ୍ୟର ଖୁଲାସା କରିଛନ୍ତି ପ୍ରଦେଶ କଂଗ୍ରେସ କମିଟର ପୂର୍ବତନ ରାଜ୍ୟ ସମ୍ପାଦକ ରଶ୍ମି ପାଢ଼ୀ।
#ArgusNews #Odisha #Sundergarh #Collector #Corruption #LandIssue