ଦକ୍ଷିଣ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ବଡ଼ ଭେଟି। ଭଞ୍ଜନଗରରୁ ଆସ୍କା ଏନଏଚ୍ - ୧୫୭ର ପ୍ରଶସ୍ତୀକରଣ ପାଇଁ ଟଙ୍କା ମଞ୍ଜୁର । ଉଭୟ ପାଖ ଜାତୀୟ ରାଜପଥ, ଏନଏଚ୍ - ୧୫୭ର ପ୍ରଶସ୍ତୀକରଣ ଓ ଚଲାପଥ ନିର୍ମାଣ ପାଇଁ ଏହି ଟଙ୍କା ମଞ୍ଜୁର କରାଯାଇଛି
#ArgusNews #SouthOdisha #PMModi #NarendraModi #Bhanjanagar