ପ୍ରିୟଙ୍କା କୁ ହତ୍ୟା କରିଥିବା ନେଇ ପୋଲିସ ଆଗରେ ସ୍ୱୀକାର କଲା ଜଗନ୍ନାଥ । ସ୍ୱିସାଇଡ଼ ନୋଟ ମଧ୍ୟ ନିଜେ ଲେଖିଥିବା ଜଗନ୍ନାଥ ସ୍ୱୀକାର କରିଛି । ପ୍ରିୟଙ୍କା ଙ୍କୁ ହତ୍ୟା ପାଇଁ ପୂର୍ବରୁ ସେ କରିଥିଲା ଷଡ଼ଯନ୍ତ୍ର । ଜଗନ୍ନାଥ କୁ ଏସିପି ଓ ଆଇଆଇସି ଙ୍କ ସ୍ୱତନ୍ତ୍ର ଟିମ ଜେରା କରୁଥିବା ସୂଚନା ଦେଲେ ଡିସିପି
#ArgusNews #Odisha #ArgusNewsTV #PriyankaMurder #Jagannath #DCP_byte