ରବିବାର ମୟୂରଭଞ୍ଜ ଜିଲ୍ଲା ବଡସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଶାକୁଆ ସ୍ବାସ୍ଥ୍ୟକେନ୍ଦ୍ରରେ କମ୍ପ୍ୟୁଟର ଗୃହରୁ ସମସ୍ତ କମ୍ପ୍ୟୁଟର ଏବଂ ଇନଭଟର ଚୋରି ହୋଇଥିଲା । ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି ହେବାକୁ ବିତିଲାଣି 4 ଦିନ । ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଲାନି ପୋଲିସ । ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଦେଖାଦେଇଛି ଉତ୍ତେଜନା
#Mayurbhanj #Hospital #VillagersProtest #Odisha #ArgusNews