କୁହାଯାଏ ସୁଖର ଦିନ ଗୁଡିକ ଶୀଘ୍ର ଶୀଘ୍ର ଚାଲିଯାଏ ଆଉ ଦୁଃଖ ଆସିଲେ ଫେରିବା ସମୟ ଅସରନ୍ତି ମନେହୁଏ । ଠିକ ସେହିପରି ଭଦ୍ରଖ ଆରଡ଼ି ଅଂଚଳର ପ୍ରଭାସ ନାଥଙ୍କ ଜୀବନରେ ସ୍ଥାୟୀ ହୋଇ ରହିଯାଇଛି ଦୁଃଖ । ଏମିତି ଦୁଃଖ ଯେ ସେ ନା କାହାକୁ କହିପାରୁଛନ୍ତି ନା ସହିପାରୁଛନ୍ତି । ସର୍କସର ଜୋକର ପରି ନିଜ ଲୁହ ନିଜେ ପିଇ ରାସ୍ତାକଡ଼ ଡ୍ରେନ ଉପରେ ଥିବା ଏକ କେବିନ ଭିତରେ ମେଲାଇଛନ୍ତି ସଂସାର ।
#ArgusNews #ArgusTv #Odisha #Lifestyle #HelplessMan #GoodNews