#ବଢିବ_ସିଟ_ପଢିବେ_ଛାତ୍ରଛାତ୍ରୀ_ହେଲେ_ଭିତ୍ତିଭୂମି_ଆସିବ_କେଉଁଠୁ ?
ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପାଇଁ ଆଡ଼ମିଶନ ପ୍ରକ୍ରିୟା । କରୋନା ମହାମାରୀ ମଧ୍ୟରେ ବିନା ପରୀକ୍ଷାରେ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ, ଆସନ୍ତା ୧୪ରୁ ୧୬ ତାରିଖ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା । ସେପଟେ ବିନା ଭିତ୍ତିଭୂମିରେ କେମିତି ହେବ ପାଠପଢ଼ା ତାକୁ ନେଇ ବଢିଛି ଚିନ୍ତା
#ArgusNews #Odisha #Education #PlusTwo #ClassStart