#ପୋଲିସ_ଉପରେ_ନାହିଁ_ଭରସା
#ନିଜ_ସୁରକ୍ଷା_ପାଇଁ_ନିଜେ_ବାହାରିଲେ_ଲୋକେ
ବିପର୍ଯ୍ୟସ୍ଥ ହୋଇପଡିଛି ଆଇନ ଶୃଙ୍ଖଳା ପରିସ୍ଥିତି । ବଢୁଛି ଲୁଟପାଟ୍, ରାହାଜାନୀ । ଦିନ ଦ୍ବିପ୍ରହରରେ ଘଟୁଛି ଜଘନ୍ୟ ହତ୍ୟାକାଣ୍ଡ । ଫଳରେ ଦିନକୁ ଦିନ ବଲାଙ୍ଗୀର ପୋଲିସ ଲୋକଙ୍କ ବିଶ୍ବାସ ହରାଉଛି । ଯେଉଥିପାଇଁ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ବରପାଲିପଡାର ପଞ୍ଚସଖାଗଳିବାସୀ ।
#Balangir #Barpalipada #situation #Police #Odisha #ArgusNews