#ବିସ୍ଥାପିତଙ୍କ_ସହ_ବିଶ୍ବାସଘାତକତା
#ବିକାଶ_କଥା_କହି_ଆଦିବାସୀଙ୍କୁ_ଭଣ୍ଡେଇ_ଦେଲେ_ରାଜ୍ୟ_ସରକାର
ବିକାଶ ନାଁରେ ବିଶ୍ବାସଘାତକତା କଲେ ରାଜ୍ୟ ସରକାର । ବିସ୍ଥାପିତଙ୍କୁ ପ୍ରତିଶ୍ରୁ ଦେଇ ଭଣ୍ଡେଇ ଦେଇଛନ୍ତି ରାଜ୍ୟ ସରକାର । ଡ୍ୟାମ ପୂର୍ବରୁ ଯେଉଁସବୁ ପ୍ରତିଶ୍ରୁତି ଥିଲା ସେଥିରୁ ଗୋଟିଏ ବି ପୂରଣ ହୋଇନଥିବା ଅଭିଯୋଗ କରିଛନ୍ତି କୋରାପୁଟ୍ ଓ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ଅଂଚଳିବାସୀ ।
#Koraput #Malkangiri #Stategovernment #OdishaCM #Odisha #ArgusNews