ପୁରୀ ବ୍ରହ୍ମଗିରିର ଚିତ୍ତରଞ୍ଜନ ହତ୍ୟା ମାମଲା । ବ୍ରହ୍ମଗିରି ଯାଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । 4 ଜଣିଆ ଟିମ୍ କ୍ରାଇମ୍ ସ୍ପଟରେ ତଦନ୍ତ କରୁଛି । ପୋଲିସ ଡିଜି କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେବା ପରେ ଗତକାଲି ରାତିରେ ପୁରୀରେ ପହଞ୍ଚିଥିଲେ ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ।
#Puri #Brahmagiri #Chitaranjan #Deathcase #Crimebranch #investigation #ArgusNews