ଗଜପତି ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମିଶ୍ରଣ ପର୍ବ । ଆଜି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଙ୍କ ନେତୃତ୍ବରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । କାଶୀନଗର ବ୍ଳକର ବିଜୁ ଜନତା ଦଳ ର କର୍ମୀ ଓ ନେତାମାନେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି
#Gajapati #BJP #MisranaParba #Odisha #ArgusNews