ପ୍ରତି ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ ହେଉଛି ଅନେକ ଯୋଜନା । ହେଲେ ବାସ୍ତବରେ ତାହା କେବଳ କାଗଜ କଲମରେ ସୀମିତ ରହିଛି । ଭିତ୍ତି ପ୍ରସ୍ତର ସ୍ଥାପନ କରି ବାହା ବା ନେଉଛନ୍ତି ରାଜ୍ୟ ସରକାର ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା ।
#ArgusNews #Odisha #ArgusNewsTv #Khordha #Begunia #RoadProblem