କଲାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ସନସାଇନ ପବ୍ଳିକ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା । ଜୋର ଧରିଲା ସିବିଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି । ଆଜି ୧୨ ଘଣ୍ଟିଆ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି । ଜରୁରୀ ସେବାକୁ ବାଦ ଦେଇ ଗାଡି ମଟର ଓ ଦୋକାନ ବଜାର ବନ୍ଦ ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
#Kalahandi #MamitaMeher #sunshineschool #Principal #MissingCase #GovindSahu #mahaling #Odisha #ArgusNews