ପୁରୀ ସାକ୍ଷୀଗୋପାଳ ବଜାର ରାସ୍ତା ଲୋକଙ୍କ ପାଇଁ ପାଲଟିଛି ମରଣ ଯନ୍ତା । କେଉଁଠି ପିଚୁ ଉଠିଗଲାଣି ତ କେଉଠି ରାସ୍ତାରେ ସୃଷ୍ଟି ହୋଇଛି ବିରାଟ ବିରାଟ ଖାଲ । ଏହି ରାସ୍ତା ଦେଇ ପ୍ରତିଦିନ ବଜାରକୁ ଯାଆନ୍ତି ଅନେକ ଲୋକ । ଅନେକ ବାର ଦୁର୍ଘଟଣାର ଶିକାର ମଧ୍ୟ ହୁଅନ୍ତି । ହେଲେ ରାସ୍ତା ମରାମତି ପାଇଁ ପ୍ରଶାସନ କି ନେତା କାହାରି ନିଘା ନାହିଁ ।
#Puri #satyabadi #RoadIssue #DeathTrap #roadrepair #PublicIssue #Odisha #ArgusNews