#ମାହାଙ୍ଗା_ଡବଲ୍_ମର୍ଡର_ଘଟଣା
#ଦାଖଲ_ହେଲା_ସିଡିଆର୍_ରିପୋର୍ଟ
ଜେଏମଏଫସି କୋର୍ଟରେ ମାହାଙ୍ଗା ଆଇଆଇସି ସିଡିଆର୍ ରିପୋର୍ଟ ଦାଖଲ କରିଛନ୍ତି । ସିଡିଆର୍ ଖୋଲିବ ମାହାଙ୍ଗା ମର୍ଡର ଘଟଣାର ସତ । ଘଟଣାରେ ପ୍ରଥମରୁ ହିଁ ବିବାଦରେ ଅଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । 13 ନମ୍ବର ମୁଦାଲା ଭାବେ ରହିଥିଲେ ପ୍ରତାପ ଜେନା ।
#Mahanga #JMFCcourt #MahangaIIC #CDR #DoubleMurderCase #CDRreport #MahangaPolice #Odisha #ArgusNews