ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ବାରିପଦା ଗସ୍ତ ସମୟରେ ବିଜେପି କର୍ମୀଙ୍କୁ ଆକ୍ରମଣ। ଏଥିରେ ବିଜେପିର ୪ ଜଣ କର୍ମୀ ଓ JMMର ଜଣେ କର୍ମୀ ଆହତ ହୋଇ ପଣ୍ଡିନ ରଘୁନଥ ମୁର୍ମୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
#mayurbhanj #Attack #BJPworkers #BJP #Baripada #CMProgramme #Odisha #ArgusNews