ରାଜଧାନୀ ପ୍ରେସ ଛକରେ ଚିଣ୍ଟୁ ପରିଡାଙ୍କୁ ଛୁରୀ ଭୁସି ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ରାସ୍ତା ଅବରୋଧ । ଘଟଣା କୁ ୩ ଦିନ ବିତି ଯାଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରା ଓରଫ ନିଲୁ ଏପର୍ଯ୍ୟନ୍ତ ଗିରଫ ହୋଇନାହିଁ । ଯାହାକୁ ନେଇ ଗାଡ଼କନା ଅଞ୍ଚଳର ଲୋକ ଲୋକ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି ।
#bhubaneswar #presschhak #protests #police #Arrest #soumyaranjanbehera #Odisha #ArgusNews