ରାଜଧାନୀରେ ବେଆଇନ ଭାବେ ଚାଲୁଥିବା ଡ୍ୟାନ୍ସ ବାର ଉପରରେ ଚଢଉ କରିଛି ଅବକାରୀ ବିଭାଗ । ବେଆଇନ ଭାବରେ ଯୁବତୀ ମନେ ବାରରେ ଡ୍ୟାନ୍ସ କରୁଥିବା ବେଳେ ରେଡ଼ ହ୍ୟାଣ୍ଡରେ ଧରିଛି ଅବକାରୀ ବିଭାଗ । ନଶା , ଲିମିଟ ଅପ, ଲାଇଭ ଇଟ ଅପ ଏବଂ ଏକାମ୍ର ବାରରେ ଯୁବତୀ ଡ୍ୟାନ୍ସ କରୁଥିବା ବେଳେ ରେଡ଼ କରିଥିଲା ବିଭାଗ ।
#Bhubaneswar #dancebar #Raid #ExciseDept #police #Odisha #ArgusNews