ମୁହଁରେ ଚନ୍ଦନଟିପା, ପାଦରେ ଅଳତା, ନଖରେ ନେଲପଲିସି, ହାତରେ ମେହେନ୍ଦୀ ଲଗାଇ ସଜେଇ ହୋଇଥାନ୍ତି କୁଆଁରୀ କନ୍ୟା। ଏବର୍ଷ କିନ୍ତୁ କରୋନା ପ୍ରତିବନ୍ଧକ ସାଜିଛି। ଏଥର ଝିଅମାନେ ଏକାଠି ବସି ସଜବାଜ ହୋଇପାରିବେ ନାହିଁ
#ArgusNews #Odisha #NewsChannel #ArgusNewsTV #Raja #lockdown