ରାସ୍ତା କଡ଼ରେ ରହୁଥିବା ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି ସାର୍କ ଫାଉଣ୍ଡେସନ
ମହାମାରୀ କରୋନାର ସଂକ୍ରମଣକୁ ରୋକିବାକୁ ରାଜ୍ୟରେ ଲକ ଡାଉନ ଏବଂ ସଟ ଡାଉନ ଜାରି କରିଛନ୍ତି ରାଜ୍ୟ ସରକାର ଏତିକି ବେଳେ ସାର୍କ ପକ୍ଷରୁ ଦୈନିକ 2 ଶହରୁ ଅଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି
#ArgusNews #SAARCFoundation #Awareness #GiveFoodToPoorpeople