#ସଂରକ୍ଷଣ_ଚିଠା_ତାଲିକାକୁ_ନେଇ_ପ୍ରଶ୍ନ_ଉଠାଇଲା_କଂଗ୍ରେସ
ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଚିଠା ତାଲିକାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ବିଜେଡି କିପରି ଜିତିବ ସେ ନେଇ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ, ସରପଞ୍ଚ କିପରି ସଂରକ୍ଷଣ ରହିବ ଚଞ୍ଚକତା କରି ଏପରି ସଂରକ୍ଷଣ କରାଯାଇଛି ।
#PanchayatElection #List #debasishpattnaik #Odisha #ArgusNews