ରାଜ୍ୟରେ ଶିକ୍ଷାର ବିକାଶ ନେଇ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାରୀ ବିଦ୍ୟାଳୟରେ ସମସ୍ତ ସୁବିଧା ମିଳିବା ନେଇ ସ୍ବପ୍ନ ଦେଖାଉଛନ୍ତି ସରକାର । ସତ୍ୟବାଦୀରେ ପ୍ରତିଷ୍ଠା ହେବାକୁ ଯାଉଛି 5ଟି ବିଦ୍ୟାଳୟ । ମାତ୍ର ଯେଉଁଠି ଏପରି ଅବ୍ୟବସ୍ଥା, ସେଠାରେ ଶିକ୍ଷାର ଉନ୍ନତ୍ତି କିପରି ହେବ ତାହା ସହଜରେ ଅନୁମେୟ..ଦେଖିବା ଏହି ରିପୋର୍ଟ
#Puri #Satyabadi #Education #govtschool #5TSchool #ArgusNews