ହକି ଓଡ଼ିଶାର ନିର୍ବାଚନ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପୂର୍ବତନ ବିଚାର ପତି ଏ ଏସ ନାଇଡୁ ଏବଂ ସାଧାରଣ ସମ୍ପଦକ ଭାବେ ପ୍ରତପ ସାଥପଥୀ ନିର୍ବାଚନ ହୋଇଛନ୍ତି। ନିର୍ବାଚନ ପକ୍ରିୟା ରେ ରିଟନିଂ ଅଫିସର ଭାବେ ଓଡ଼ିଶା ହାଇକୋର୍ଟ ରପୂର୍ବତନ ବିଚାରପତି ନିର୍ବାଚନକୁ ପରିଚାଳନା କରିଥିଲେ
#Cuttack #HockyElection #Odisha #ArgusNews