ସ୍ବାଧିନତାର 75 ବର୍ଷ ପରେବି ଗାଁକୁ ହୋଇପାରିଲାନି ରାସ୍ତା । ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ପ୍ରଥମେ 2 କିଲୋମିଟର ପର୍ଯ୍ୟନ୍ତ କାଦୁଅ ପଚପଚ ରାସ୍ତା ପାର ହେବାକୁ ପଡିବ । ବାରମ୍ବାର ଅଭିଯୋଗ ପରେବି ଜିଲ୍ଲା ପ୍ରଶାସନ ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଭଳି ଅଭିଯୋଗ ଅଭିଯୋଗ ଆସିଛି ଭଦ୍ରକ ଚାନ୍ଦବାଲି ବ୍ଳକ କରଞ୍ଜମାଳ ପଂଚାୟତ ଶଶିକାଦେଇପୁର ଗ୍ରାମରୁ ।
#bhadrak #independence #roadissue #village #complaints #Allegation #Odisha #ArgusNews