ଓଡ଼ିଶାରେ ଖୁବଶୀଘ୍ର ବିଜେପି ସରକାର । ରାଜ୍ୟରେ ଚାଲିଥିବା ଲମ୍ବା ରାଜନୈତିକ ଲଢ଼େଇରେ ବିଜେପି ଲଗାତାର ଆଗକୁ ବଢ଼ିଚାଲିଛି । ବିଜେପିର ରାଜ୍ୟ କାର୍ଯ୍ୟକାରିଣୀରେ ଏପରି ଦମ୍ଭକ୍ତି ବାଢ଼ିଛନ୍ତି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ଏଥିସହିତ ରାଜ୍ୟରେ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରାଯାଉଥିବା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କରିଛନ୍ତି ଟାର୍ଗେଟ୍ । #ArgusNews #TheArgus #BJPStateExecutiveMeeting