ରାଜ୍ୟରେ ଜନନୀ ଯନ୍ତ୍ରଣାରେ ପଡୁନି ପୂର୍ଣ୍ଣଛେଦ । ରାସ୍ତା ନ ଥିବାରୁ ବୁହା ହେଲେ ଗର୍ଭବତୀ । ନବରଙ୍ଗପୁରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ରାଇଘର ବ୍ଲକ କପାଟପାଣି ଗାଁର ହରି ସାନ୍ତାଙ୍କ ସ୍ତ୍ରୀ ଲତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପରେ ପରିବାର ଲୋକେ ଆଶାଦିଦି ଓ ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ । ହେଲେ ଗାଁରେ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ.....
#TheArgus #OdishaNews #Nabrangpur #Pregnant_Woman #Road_Problem